ଆଇଆରସିଟିସି ହୋଟେଲ୍‌ ଦୁର୍ନୀତି ମାମଲା:ଇଡିର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ: ଆଇଆର୍‌ସିଟିସି ହୋଟେଲ୍‌ ଦୁର୍ନୀତି ମାମଲାରେ ଆଜି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ପତ୍ନୀ ରାବ୍ରୀ ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଛି। ଲାଲୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ମାମଲାରେ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍‌ ଦାଖଲ ହୋଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଲାଲୁଙ୍କ ଦଳୀୟ ସହଯୋଗୀ ତଥା ପୂର୍ବତନ … Continue reading ଆଇଆରସିଟିସି ହୋଟେଲ୍‌ ଦୁର୍ନୀତି ମାମଲା:ଇଡିର ଚାର୍ଜସିଟ୍‌ ଦାଖଲ